ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ପଶ୍ଚିମବଙ୍ଗରୁ ବାଲେଶ୍ୱର ଆସୁଥିଲା ବସ୍, ପଛରୁ ପିଟିଲା କଣ୍ଟେନର
Download Argus News App

ବାଲେଶ୍ୱର: ଜଳେଶ୍ଵର NH 60 ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ବସ୍ ଦୁର୍ଘଟଣା । ପଶ୍ଚିମବଙ୍ଗରୁ ବାଲେଶ୍ୱର ଅଭିମୁଖେ ଆସୁଥିବା ବସ୍ କୁ ପଛପଟୁ ଧକ୍କା ଦେଲା କଣ୍ଟେନର । ଘଟଣାରେ ବସ ରେ ଥିବା ଜଣେ ଯାତ୍ରୀ ଗୁରୁତର ହୋଇଥିବାବେଳେ 10 ଜଣ ଆହାତ ହୋଇଥିବା ସୂଚନା ରହିଛି । ବସରେ ମୋଟ 50 ଜଣ ଯାତ୍ରୀ ଥିଲେ । ସେପଟେ କଣ୍ଟେନରର ଡ୍ରାଇଭର ହେଲପର ଗୁରୁତର ଆହତ ହୋଇଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।