କେବଳ ରାଜେନ୍ଦ୍ର ସାହୁ ନୁହେଁ ଅନ୍ୟ ବିଜେଡି ନେତାଙ୍କ ସହ ଅଲିମ୍ ଉଦ୍ଦିନର ଇଏ ଫଟୋ । ଏଇ ଅଲିମଙ୍କ ନାଁରେ ସାଂଘାତିକ ଆଣିଛନ୍ତି ଜଣେ ହିନ୍ଦୁ ଯବତୀ। ସେ ଅଭିଯୋଗ କରିଛନ୍ତି 8 ବର୍ଷ ଧରି ଅଲିମ ସହିତ ତାଙ୍କର ପ୍ରେମ ସଂପର୍କ ଥିଲା। ହେଲେ ଅଲିମ୍ ତାଙ୍କୁ ବାରବାର ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରୁଥିଲା । ଧର୍ମ ପରିବର୍ତ୍ତନ ନ କଲେ ବାହା ହେବ ନାହି ବୋଲି କହିଥିଲା ଅଲିମ୍।
ଖାଲି ସେତିକି ନୁହେଁ ଗୋ ମାଂସ ଖାଇବାକୁ ଚାପ ପକାଇଥିଲା, ସେ ନ ମାନିବାରୁ ନିର୍ଯାତନା ଦେଉଥିବାର ଅଭିଯୋଗ ଆଣିଛନ୍ତି ଯୁବତୀ ଜଣଙ୍କ । ତାଙ୍କ ହାତରେ ବିଧାୟକ ଅଚନ୍ତି କେହି କିଛି କରିପାରିବେନି ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି ପିଡୀତା । ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ଅଭିଯୁକ୍ତ ଅଲିମ୍ ଉଦ୍ଦିନକୁ ଗିରଫ କରିଛି ପୋଲିସ । ସେପଟେ କେରଳ ଷ୍ଟୋରୀର କାହାଣୀ ଖୋର୍ଦ୍ଧାରୁ।ଜିହାଦୀଙ୍କ ଟାର୍ଗେଟରେ ଓଡ଼ିଶାରେ। ମାଧ୍ୟମ ପାଲଟିଛି LOVE ଜିହାଦ୍ ,LAND ଜିହାଦ NARCOTICS ଜିହାଦ DIGITAL ଜିହାଦ୍ ।
ବାଲାଂଦେଶୀ ଓ ରୋହିଙ୍ଗ୍ୟା ବେଆଇନ ଭାବେ ଓଡ଼ିଶାରେ ଏଣ୍ଟ୍ରି କରୁଛନ୍ତି। ସରକାରୀ ଜମି ଜବରଦଖଲ କରି ରହୁଛନ୍ତି । ତାପରେ ଖେଳୁଛନ୍ତି ସାଂଘାତିକ ଖେଳ। କେଉଁଠି ସାଂପ୍ରଦାୟକ ଦଙ୍ଗା ପାଇଁ ଉସକାଉଛନ୍ତି ତ ଆଉ କେଉଁଠି ଲଭ୍ ଜିହାଦ ମାଧ୍ୟମରେ କରୁଛନ୍ତି ଚକ୍ରାନ୍ତ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: