ମହାପଞ୍ଚାୟତ : ଯୋଗ୍ୟ ଅଯୋଗ୍ୟ ଛକାପଞ୍ଝା
ସୁସ୍ଥ ହେଲେ ଆଉ 65 ଜଣ କୋରୋନା ଆକ୍ରାନ୍ତ
ଭୁବନେଶ୍ୱର: ସୁସ୍ଥ ହେଲେ ଆଉ 65 ଜଣ କରୋନା ଆକ୍ରାନ୍ତ । ଏଥିସହ ରାଜ୍ୟରେ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା 1481ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗଞ୍ଜାମରୁ 14, ଜଗତସିଂହପୁର ଓ କେନ୍ଦ୍ରାପଡାରୁ 10, ଭଦ୍ରକରୁ 8, କେଉଁଝରରୁ 7, ବଲାଙ୍ଗୀରରୁ 6, ଖୋର୍ଦ୍ଧାରୁ 3, ବାଲେଶ୍ୱର ଓ ଯାଜପୁରରୁ 2 ଲେଖା, ଢେକାଙ୍କାନାଳ, ଝାରସୁଗୁଡା ଓ କନ୍ଧମାଳରୁ 1 ଲେଖା କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
Download Argus News App
