ଖୁବଶୀଘ୍ର ପ୍ରକାଶ ପାଇବ JEE MAINର ପରୀକ୍ଷା ଫଳ
ଆଜି ରାଜ୍ୟରେ ପୁଣି 577 କରୋନା ପଜିଟିଭ୍ ଚିହ୍ନଟ
ଅର୍ଗସ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି କରୋନା ସ୍ଥିତି। ଆଜି ପୁଣି 577 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 416 କ୍ଵାରେଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ 161 ଜଣ ସ୍ଥାନୀୟ ସଂକ୍ରମିତ। ଏହାକୁ ମିସାଇ ରାଜ୍ୟରେ 11201କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ମିଳିଛି।
ସୂଚନାନୁଯାୟୀ, ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମରୁ 260 ଚିହ୍ନଟ ହୋଇଛନ୍ତି ।ଏହିକ୍ରମରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 11201ରେ ପହଞ୍ଚିଲା। ସେମାନଙ୍କ ମଧ୍ୟରୁ 7006 ଜଣ ସୁସ୍ଥ ହୋଇଥିବା ବେଳେ 4128 ଆକ୍ଟିଭ୍ କେସ୍ ରହିଛି।
ଆଜିଠୁ ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ

ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଆଜି ଗୁରୁତ୍ଵପୂର୍ଣ୍ଣ ଦିନ । ଆଜିଠୁ ଦୁଇ ଦିନିଆ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବା ବେଳେ ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ । ଗୃହରେ ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିବେ ସିନ୍ଦେ । ସଂଖ୍ୟା ଗରିଷ୍ଠତା ହାସଲ ପରେ ସିନ୍ଦେ ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିବେ । ବିଜେପି ଓ ସିନ୍ଦେ ମେଣ୍ଟ ପକ୍ଷରୁ ବିଜେପି ବିଧାୟକ ରାହୁ
Download Argus News App
