ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ବୁଧବାର ସୁଦ୍ଧା ରାଜ୍ୟରେ ୭ ହଜାର ପାଖାପାଖି ସଂକ୍ରମିତ ଥିଲେ। ସେଥିରୁ ୬୬ଜଣ ହସ୍ପିଟାଲରେ ଅଛନ୍ତି। ତେବେ କରୋନାର ଗ୍ରାଫରେ ବ୍ରେକ ଦେଇହେଉନଥିବାବେଳେ ରାଜ୍ୟବାସୀ ଚିନ୍ତା ପ୍ରକଟ କରୁଛନ୍ତି।
କୋରୋନା ଅପଡେଟ ଖବର ପଢନ୍ତୁ ।
ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ ମାମଲା, ୧୨ଶହ ମୁହାଁ ଗ୍ରାଫ

ଅର୍ଗସ ବ୍ୟୁରୋ: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ ମାମଲା। ଦିନକୁ ଦିନ ଉପର ମୁହାଁ କରୋନା ଗ୍ରାଫ। ରାଜ୍ୟରେ କରୋନା ସଂକ୍ରମଣ ୧୨ଶହ ମୁହାଁ ହେଲାଣି। ଗୁରୁବାର ଚିହ୍ନଟ ହୋଇଛନ୍ତି ୧୧୯୬ ସଂକ୍ରମିତ। ଲୋକେ ଗାଇଡଲାଇପକୁ ପାଳନ ଠିକ କରୁନଥିବାରୁ ଏ ସଂଖ୍ୟାରେ ବ୍ରେକ ଲାଗିପାରୁନି। ଫଳରେ ହୁ ହୁ ହୋଇ ବଢ଼ିଚାଲିଛି। ରାଜ୍ୟରେ ୧୫ ଦିନ ହେଲାଣି ଖୋର୍ଦ୍ଧା, କଟକ, ସମ୍ୱଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ ଓ ମୟୂରଭଞ୍ଜ ଆଦି ୭ ଜିଲ୍ଲାରେ ଲଗାତାର ସଂକ୍ରମଣ ବଢ଼ିଚାଲିଛି। ଗୁରୁବାର ସମ୍ୱଲପୁର ସର୍ବାଧିକ ଟେଷ୍ଟ ପଜିଟିଭ ରେଟ ୨୮.୮ ରହିଥିଲା। ସେଠାରେ ୭୦ ଜଣ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ରହିଛି ସୋନପୁର।
ସନ୍ଧ୍ୟା ସୁଦ୍ଧା ଜଳସ୍ତର କମିବା ପରେ ସାମାନ୍ୟ ସୁଧାର ଆସିବ-SRC

ଭୁବନେଶ୍ୱର: ରାଜ୍ୟରେ ବନ୍ୟାସ୍ଥିତି ନେଇ SRCଙ୍କ ପ୍ରେସମିଟ୍ । ଆଜି 3 ଟାରେ ହୀରାକୁଦର କିଛି ଗେଟ୍ ବନ୍ଦ କରାଯିବ । ବର୍ତ୍ତମାନ ବାଲାନ୍ସ ସ୍ଥିତିରେ ଗେଟ୍ ବନ୍ଦ ଏବଂ ଖୋଲାଯିବ । `ଏବେ କୌଣସି ଜାଗାରେ ଘାଇ ହେବାର ଖବର ଆସିନି' । `ସନ୍ଧ୍ୟା ସୁଦ୍ଧା ଜଳସ୍ତର କମିବା ପରେ ସାମାନ୍ୟ ସୁଧାର ଆସିବ' । `ମହାନଦୀ ସିଷ୍ଟମରେ 7ଟି
Download Argus News App
