ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ୫୪୮ଜଣଙ୍କ ମଧ୍ୟରୁ ଆଚାର୍ଯ୍ୟ ବିହାରରୁ ୬ ଜଣ, ଆଇଗିଣିଆରୁ ୪ ଜଣ, ବାପୁଜୀନଗରରୁ ୧୧ ଜଣ, ବରମୁଣ୍ଡାରୁ ୩୮ ଜଣ, ଭୀମଟାଙ୍ଗୀରୁ ୩ ଜଣ, ବମିଖାଲରୁ ୬ ଜଣ, ଚନ୍ଦ୍ରଶେଖରପୁରରୁ ୨୮ ଜଣ, ଫାୟାର ଷ୍ଟେସନ୍ରୁ ୯ ଜଣ, ଝାରପଡ଼ାରୁ ୧୭ ଜଣ, ଲକ୍ଷ୍ମୀସାଗରରୁ ୧୬ ଜଣ, ଖଣ୍ଡଗିରିରୁ ୧୭ ଜଣ, ପାତ୍ରପଡ଼ାରୁ ୯ ଜଣ, ପୋଖରୀପୁଟରୁ ୮ ଜଣ, ୟୁପିଟ୍-୬ରୁ ୧୪ ଜଣ ୟୁନିଟ୍-୯ରୁ ୮ ଜଣ, ୟୁନିଟ୍-୪ରୁ ୭ ଜଣ, ୟୁନିଟ୍-୩ରୁ ୫ ଜଣ, ଟଙ୍କପାଣି ରୋଡ୍ରୁ ୧୦ ଜଣ, ରସୁଲଗଡ଼ରୁ ୧୫ ଜଣ, ସୁନ୍ଦରପଦାରୁ ୧୨ ଜଣ, ୟୁନିଟ୍-୮ରୁ ୧୧ ଜଣ, ସତ୍ୟନଗରରୁ ୧୦ ଜଣ, ଶୈଳଶ୍ରୀ ବିହାରରୁ ୧ ଜଣ, ସନ୍ଦୀଦନଗରରୁ ୭ ଜଣ, ପଟିଆରୁ ୨୯ ଜଣ ଇତ୍ୟାଦି ସଂକ୍ରମିତ ଚିହ୍ନଟ ହୋଇଛନ୍ତି।