ଚାର୍ଜସିଟ୍ ଫାଇଲ୍ କରିବାରେ ଭିଜିଲାନ୍ସ ଫେଲ୍ ..
ଭୁବନେଶ୍ୱର : ରାଜ୍ୟରେ ଆଜି ଚିହ୍ନଟ ହେଲେ 2697 କୋରୋନା ଆକ୍ରାନ୍ତ । ଏ ନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ । 2697 କେସ୍ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ 1576 ଥିବାବେଳେ ଲୋକାଲ କେସ୍ 1121 ରହିଛି ।