ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୭, ବାଲେଶ୍ୱରରୁ ୬, ବରଗଡ଼ରୁ ୮, ବଲାଙ୍ଗିରରୁ ୧୨, କଟକରୁ ୧୯, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୩, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୧୨, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ଜଣେ, ମୟୂରଭଞ୍ଜରୁ ୮, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୨, ନୂଆପଡ଼ାରୁ ୨୩, ପୁରୀରୁ ୫, ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୧, ସୁନ୍ଦରଗଡ଼ରୁ ୧୨ ଓ ଷ୍ଟେଟ୍ ପୁଲ୍ରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ୨୩୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ୧୩୯ ଜଣ କ୍ୱାରେଣ୍ଟିନ୍ରେ ଥିବାବେଳେ ଲୋକାଲ୍ କେସ୍ ୯୫ ଥିଲା।
ରାଜ୍ୟରେ ୨୧୦ ପଜିଟିଭ ଚିହ୍ନଟ
ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକାକୁ ଅନ୍ୟ ପୁରୁଷକୁ ବିକି ଦେଲା ପ୍ରେମିକ

ଅର୍ଗସ ବ୍ୟୁରୋ: ନବରଙ୍ଗପୁରରେ ପ୍ରେମିକ ସାଜିଲା ଦଲାଲ । ବିବାହର ପ୍ରତିଶୃତି ଦେଇ ପ୍ରଥମେ ଶାରିରୀକ ସମ୍ପର୍କ ରଖିବା ପରେ ଯୁବତୀଙ୍କୁ ଅନ୍ୟ ପୁରୁଷକୁ ବିକ୍ରି କରିଦେଇଥିବା ଅଭିଯୋଗ । ୭୦ ହଜାର ଟଙ୍କାରେ ଯୁବତୀଙ୍କୁ ବିକି ଦେଲା ଦଲାଲ ପ୍ରେମିକ । ଫେସବୁକରେ ପ୍ରେମ ପରେ ଯୁବତୀଙ୍କୁ ଘରୁ ଉଠାଇନେଇଥିଲା ଗୋଲମୁଣ୍ଡାର ଅମିତ ତାଣ୍ଡି । ପରେ ରାଜ୍ୟ ଓ ରାଜ୍ୟ ବାହାର
Download Argus News App
