ଦେଖନ୍ତୁ ପେଟ୍ରୋଲ ପମ୍ପରେ ଆଖପାଖ ଅଞ୍ଚଳରେ ନିଆଁରେ ପ୍ରକୋପ
ଭୁବନେଶ୍ୱର: କରୋନାକୁ ହରାଉଛି ଓଡିଶା । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୫୧୩ରେ ପହଞ୍ଚିଛି ।
Covid-19 Report For 18th Feb
New Positive Cases: 53
In quarantine: 31
Local contacts: 22
(Details of local contacts will be shared by concerned Dist Administration)
District Wise Cases:
1. Balasore: 1
2. Bargarh: 4
3. Bhadrak: 2
4. Balangir: 1
5. Boudh: 1
6. Cuttack: 3 — I & PR Department, Odisha (@IPR_Odisha) February 19, 2021
ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୧ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୨୨ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।