ଗଜପତି ମୋହନାରେ ସ୍ବାଧୀନତା ଦିବସ ପାଳିତ
ରାଜ୍ୟରେ ଚିହ୍ନଟ ହେଲେ ୬୪୪ ଜଣ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଆଜି ୬୪୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୭୧ ଜଣ ଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ୨୭୩ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିସାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୦,୦୫୨କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଧସିଗଲା ମାଟି

ଅର୍ଗସ ବ୍ୟୁରୋ : ଯାଜପୁର ସୁକିନ୍ଦା କାଳିଆପାଣି ପଞ୍ଚାୟତ ଗୁରୁଜଙ୍ଗ ଅଞ୍ଚଳରେ ଥିବା ଫେକର ବେଦାନ୍ତ କ୍ରୋମାଇଟ ମାଇନ୍ସରୁ ଧସିଗଲା ମାଟି । ଫେକର କମ୍ପାନୀ ୧୯୯୨ ମସିହା ଠାରୁ ୨୫ ଏକର ଜମି ଲିଜ୍ ନେଇ ମାଇନ୍ସ ଖୋଲିଥିଲେ । ପରେ ଏହା ଏବେ ବେଦାନ୍ତକୁ ହସ୍ତାନ୍ତର କରିଛି ଫେକର । ମାତ୍ର ଫେକର ଅଧିନରେ ଚାଲୁଥିବା ବେଳେ ସେହି ମାଇନ୍ସଟି ଅଧିକ ଗଭୀରତା ଯୋଗୁଁ ୨୦୧୪ ମସିହାରେ ଭୁଷୁଡ
Download Argus News App
