ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୬୮୨୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୪୩୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୪୪୮୨୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ରାଜ୍ୟରେ 4 ହଜାର ପାର କଲା ସଂକ୍ରମିତଙ୍କ ସଂଖ୍ୟା, 24 ଘଣ୍ଟାରେ 4445 ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ 4 ହଜାର ପାର କଲା ସଂକ୍ରମିତଙ୍କ ସଂଖ୍ୟା । 24 ଘଣ୍ଟାରେ 4 ହଜାର445 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭଙ୍କ ମଧ୍ୟରୁ କ୍ବାରେନଣ୍ଟାଇନରୁ 2574 ଓଲୋକାଲ କେସ୍1871 ରହିଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ 722, ଖୋର୍ଦ୍ଧାରୁ 587 ସଂକ୍ରମିତ ଚିହ୍ନଟ ।
Download Argus News App
