ଆଦିବାସୀ ସରଳ ଅଶିକ୍ଷିତ ଲୋକ ଘରଟିଏ କରିବା ପାଇଁ ଦଲାଲଙ୍କ ହାତରେ କାମ ଦେଇଥିଲେ କିନ୍ତୁ ଦଲାଲ ଏବଂ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁ ଏବେ ଏହି ସରଳ ହିତାଧିକାରୀଙ୍କ ସ୍ୱପ୍ନ ସ୍ବପ୍ନ ରେ ରହିଯାଇଛି l ପ୍ରଶାସନ କୁ ବାରମ୍ବାର ଗୁହାରି କଲେବି କୌଣସି ଫଳପ୍ରଦ ହେଇନାହିଁ ଯାହା ଫଳରେ ଥାନାର ଦ୍ଵାରସ୍ତ ହେବାକୁ ବାଧ୍ୟ ହେଇଛନ୍ତି ଏବେ ସୋଲାଗୁଡା ଗ୍ରାମବାସୀ l
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି

ଅର୍ଗସ ବ୍ୟୁରୋ: ଆବାସ ପାଇଁ ଥାନାର ଦ୍ଵାରସ୍ତ ହେଲେ ଗ୍ରାମବାସୀ।ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ଅଭିଯୋଗ ନେଇ ହିତାଧିକାରୀ ଏବେ ଥାନାର ଦ୍ଵାରସ୍ତ l ଏଭଳି ଘଟଣା ଦେଖିବାକୁ ମିଳିଛି ବୋରିଗୁମ୍ମା ବ୍ଲକ ଅନ୍ତୋର୍ଗତ କାମରା ପଞ୍ଚାୟତର ସୋଲାଗୁଡା ଠାରେ l 2017-18 ଏବଂ 2018-19 ଆର୍ଥିକ ବର୍ଷ ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇ ଘର ମଧ୍ୟ ପାଇଥିଲେ l
Download Argus News App
