ଗିରଫ ୧୮ ଜଣଙ୍କ ମଧ୍ୟରେ କଟକର ଦୁଇଜଣ କଫସିରପ ସପ୍ଲାଏ କରୁଥିବା ବେପାରୀକୁ ମଧ୍ୟ ଗିରଫ କରାଯାଇଛି । ପଶ୍ଚିମବଙ୍ଗ ଏକ କଫସିରପ କମ୍ପାନୀ ଏହି ବେଆଇନ କଫସିରଫପ ସପ୍ଲାଏ କରୁଥିବା ପୋଲିସ କହିଛି । ଗତ ତିନି ମାସ ତଳେ ମଧ୍ୟ ବିପୁଳ ପରିମାଣର କଫ ସିରଫ ଜବତ ସହ ୩୮ ଜଣ ଗିରଫ ହୋଇଥିଲେ ।
କଫସିରଫ ବେପାରୀ ଓ ବିକ୍ରେତାଙ୍କ ଉପରେ ଆଗକୁ ମଧ୍ୟ ପୋଲିସ କଡା ଆଭିମୁଖ୍ୟ ରଖିବ ବୋଲି ବଲାଙ୍ଗୀର ଏସପି ଋଷିକେଷ ଖିଲାରୀ କହିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...