ROK THOK: ପୋଷା ଶୁଆଙ୍କ ଘୋଷା କଥା
କେନ୍ଦୁଝର: ବିରୋଧରୁ ବିଷ ପିଇଲେ ପ୍ରେମୀ ଯୁଗଳ । କେନ୍ଦୁଝର ତେଲକୋଇ ଥାନା ଅନ୍ତର୍ଗତ ଗୋଳାବନ୍ଦ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବିଷ ପିଇ ପ୍ରେମିକଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରେମିକା ଜଣକ ଗୁରୁତର ହୋଇପଡିଛନ୍ତି ।
ପରିବାର ଲୋକେ ବିବାହ ଅରାଜି ହେବାରୁ ଉଭୟେ ଜୀବନ ହାରିବାକୁ ଉଦ୍ୟମ କରିଥିବା ଜଣାପଡିଛି । ଖବର ପାଇ ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।