ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳକୁ ପାଗଳ କୁହାଯାଉଥିଲା, ହେଲେ ଏହି ଦ୍ବନ୍ଦ୍ବ ଦୂର କରିଦେଇଛନ୍ତି କୋର୍ଟ । ଗୋପାଳ ପାଗଳ ନୁହେଁ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି ଅଦାଲତ । ମାନସିକ ସ୍ଥିତ ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚର ଆବେଦନ ଖାରଜ ଅବସରରେ କୋର୍ଟ ଏଭଳି ରାୟ ଦେଇଛନ୍ତି । କୋର୍ଟଙ୍କ ରାୟ ପରେ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।
କ୍ରାଇମବ୍ରାଞ୍ଚର ପ୍ଲାନ ହେଲା ଫ୍ଲପ୍

ଅର୍ଗସ ବ୍ୟୁରୋ: କ୍ରାଇମବ୍ରାଞ୍ଚର ପ୍ଲାନ ହେଲା ଫ୍ଲପ୍ । ଅଭିଯୁକ୍ତ ଗୋପାଳ ଦାସ ପାଗଳ ନୁହେଁ କହିଲେ କୋର୍ଟ । ମେଡିକାଲ ବୋର୍ଡ ଟେଷ୍ଟ ରିପୋର୍ଟ ଆଧାରରେ ରାୟ ଦେଇଛନ୍ତି କୋର୍ଟ । ଟେଷ୍ଟ ରିପୋର୍ଟ ଅନୁସାରେ ଗୋପାଳ ପାଗଳ ନୁହେଁ ବୋଲି ସ୍ପଷ୍ଟ ଜଣାପଡୁଛି ।
Download Argus News App
