ଅବସର ଥିଲା ଜିଲ୍ଲା ପରିଷଦ ଆସନ ନେଇ ନାମାଙ୍କନପତ୍ର । ଶହ ଶହ ସଂଖ୍ୟାରେ ଆସି ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଚାଲିଥିଲା ଏହି ରାଲି । ଶାସକ ଦଳ ରାଲିରେ ଆସୁଥିବା ଭିଡ଼ ଭିତରେ ଅଟକିଥିଲା ଦୁଇଟି ଆମ୍ବୁଲାନ୍ସ । ବାଟ ନ ମିଳିବାରୁ ସେମାନେ ବାଧ୍ୟ ହୋଇ ସେମାନଙ୍କର ବେଗକୁ କମାଇଥିଲେ। ଯାହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।
ଢେଙ୍କାନାଳରେ କରୋନା ନିୟମକୁ ଶାସକ ଦଳର ଫୁ
ଶରତ ପଟ୍ଟନାୟକ ଓଡିଶା କଂଗ୍ରେସର ନୂଆ ମୁଖିଆ

ଅର୍ଗସ ବ୍ୟୁରୋ: ଶରତ ପଟ୍ଟନାୟକ ହେଲେ ପିସିସି ସଭାପତି। ବରିଷ୍ଟ ନେତା କଂଗ୍ରେସ ଶରତ ପଟ୍ଟନାୟକ ପିସିସିର ସଭାପତି ଭାବରେ ନିଯୁକ୍ତ ହୋଇଚନ୍ତି। AICC ପକ୍ଷରୁ ଏନେଇ ନୋଟିସ ହୋଇଛି।
କଂଗ୍ରେସର ହାଇକମାଣ୍ଡ ତାଙ୍କ ନାମରେ ମୋହର ମାରିଛନ୍ତି। ସେ ପୁନର୍ବାର କଂଗ୍ରେସର ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି। AICC ନିରଞ୍ଜନଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ବହୁଦିନ
Download Argus News App
