ମୃତ ଗାଈଗୋରୁ ମଧ୍ୟରେ ଗ୍ରାମର ଚନ୍ଦ୍ରଭାନୁ କୁଅଁରଙ୍କ ଗୋଟିଏ ବଳଦ ଥିବା ବେଳେ ଅଭିକ୍ଷିତ କୁଅଁର ଓ ଧୃବ ସାହୁଙ୍କର ଗୋଟିଏ ଲେଖାଁ ଗାଈ ଥିବା ସୂଚନା ମିଳିଛି l ପୂର୍ବରୁ ମଧ୍ୟ ତାର ଛିଡି ୪ ଟି ଗାଈ ମୃତ୍ୟୁ ବରଣ କରିଥିଲେ l ଏହି ଘଟଣାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖିବାକୁ ମିଳିଛି l
ଆହୁରି ଅଧିକ ଓଡିଶାର ଅନ୍ଯାନ୍ଯ ତାଜା ଖବର ପଢ଼ନ୍ତୁ...
୧୧ କେଭି ବିଦ୍ୟୁତ ତାର ଛିଡି ୩ ଗୋରୁ ମୃତ

ଅର୍ଗସ୍ ବ୍ୟୁରୋ : ବିଦ୍ୟୁତ ତାର ଛିଡି ୩ ଗୋରୁ ମୃତ। ଏହି ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅରଗଳ ପଞ୍ଚାୟତର ଅରଗଳ ଗ୍ରାମରେ l ବିଲରେ ଗାଈଗୋରୁ ଗୁଡିକ ବିଲରେ ଚରୁଥିବା ସମୟରେ ୧୧ କେଭି ତାର ଛିଡି ଗାଈ ଉପରେ ପଡିଥିଲା l ଯାହା ଫଳରେ ଘଟଣା ସ୍ଥଳରେ ଗାଈ ଗୁଡିକ ପ୍ରାଣ ହରାଇଥିଲେ l
ଚଳିତ ବର୍ଷ ବାତ୍ୟା ଆଶଙ୍କା ଅଧିକ: ପାଣିପାଗ ବିଭାଗ

ଅର୍ଗସ୍ ବ୍ୟୁରୋ : ଏ ବର୍ଷ ବାତ୍ୟା ଆଶଙ୍କା ଅଧିକ। ଏପରିକି ଚଳିତ ବର୍ଷ ଅଧିକ ବାତ୍ୟା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ୨୦୨୦ରୁ ଆରମ୍ଭ ହୋଇଥିବା ଲା-ନିନୋର ପ୍ରଭାବ ଚଳିତ ବର୍ଷ ମଧ୍ୟ ଜାରି ରହିଛି । ଯାହାର ପ୍ରଭାବରେ ଚଳିତ ବର୍ଷ ବାତ୍ୟାର ଆଶଙ୍କା ଅଧିକ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।
ଲା-ନିନୋ ଥଣ୍ତା ସାମୁଦ୍ରିକ ଜଳକୁ କୁହାଯାଏ
Download Argus News App
