ଗୋମାତାଙ୍କ ସୁରକ୍ଷା ପାଇଁ ଏଭଳି ଏକ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ୨୦୨୩ ବର୍ଷକୁ ଗୋ ସୁରକ୍ଷା ବର୍ଷ ଭାବରେ ପାଳନ କରାଯିବ। ଏହି ମାରାଥନର ମୁଖ୍ୟ ଉଦ୍ଦେଶ୍ୟ ଗୋ ମାତାଙ୍କ ହତ୍ୟା ବନ୍ଦ କରି ଗୋ ମାତାକୁ ସମ୍ମାନ ଦେବା ।
ଜାନୁଆରୀ ୧୪ ରୁ ଆରମ୍ଭ ହେବ ବିଶ୍ଵବ୍ୟାପି "ଗୋ ମାରାଥନ"

ଅର୍ଗସ ବ୍ୟୁରୋ : ଜାନୁଆରୀ ୧୪ ରୁ ଆରମ୍ଭ ହେବ ବିଶ୍ଵବ୍ୟାପି "ଗୋ ମାରାଥନ"। ବିଶ୍ଵର ୪୦ ଦେଶ ଓ ଭାରତର ୧୦୦ ସହରରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ । ଗୋ ମାତାକୁ ସୁରକ୍ଷା ଦିଅ ଏବଂ ରନ ଫର କାଓ ସ୍ଲୋଗାନ୍ ଦେଇ ମାରାଥନ ଅହମ୍ମଦାବାଦରୁ ଆରମ୍ଭ ହେବ ।
Download Argus News App
