ଓଡ଼ିଶାରେ ସିମ୍ ବକ୍ସ ରାକେଟ ନେଇ କ୍ରାଇମବ୍ରାଞ୍ଚର ପ୍ରେସମିଟ
ଭୁବନେଶ୍ୱର: ଓଡ଼ିଶାରେ ସିମ୍ ବକ୍ସ ରାକେଟ ନେଇ କ୍ରାଇମବ୍ରାଞ୍ଚର ପ୍ରେସମିଟ୍ । କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ସିହ୍ନା କହିଛନ୍ତି ଯେ ଓଡ଼ିଶାରେ ସିମ୍ ବକ୍ସ ରାକେଟର ପର୍ଦ୍ଦାଫାସ୍ କରିଛୁ । KYC ଅପଡେଟ୍ ନାଁରେ ଲୋକଙ୍କୁ ଠକୁଥିଲେ ରାକେଟ୍ । ମୟୂରଭଞ୍ଜର ଖୁଣ୍ଟା ଅଞ୍ଚଳରୁ ଠକେଇର ପରିଚାଳନା କରାଯାଉଥିଲା । ସିମ୍ ବକ୍ସ ରାକେଟରେ ସମ୍ପୃକ୍ତ 6 ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ରମାଇଣ୍ଡ ବିଶାଲ ଖଣ୍ଡେଲଓ୍ବାଲକୁ ଗିରଫ କରାଯାଇଛି । ସିମ୍ ବକ୍ସ ସମେତ ବିପୁଳ ପରିମାଣର ଆକ୍ଟିଭ ସିମ୍ ଜବତ ହୋଇଛି ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
Download Argus News App
