ଅଧିକ ପଢ଼ନ୍ତୁ: ଟ୍ରାଙ୍ଗୁଲାର ଲଭ୍ ଷ୍ଟୋରୀରୁ ଡେଥ୍ ମିଷ୍ଟ୍ରି
ତେବେ ରୁଜୁ ହୋଇଥିବା ଧର୍ତ୍ତବ୍ୟ ଅପରାଧ ମାମଲା ମଧ୍ୟରୁ ୧,୬୯,୭୩୫ଟି ମାମଲା ସତ ହୋଇଥିଲା ବେଳେ ତାହା ମଧ୍ୟରୁ ବର୍ଷ ଶେଷ ସୁଦ୍ଧା ଲକ୍ଷେ ୧୮ ହଜାର ୫୪୭ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇ ପାରିଛି । ସେହିପରି ୧୩୭୯ଟି ହତ୍ୟା ଘଟଣାରୁ ୧୩୦୧ଟି ସତ ଓ ସେଥିରୁ ୬୪୦ଟି ମାଲାରେ ଚାର୍ଜସିଟ୍ ଦାଖଲ ହୋଇଛି । ୩୧୮୪ଟି ଦୁଷ୍କର୍ମ ମାମଲା ମଧ୍ୟରୁ ୩୧ ହଜାର ୩୫ଟି ସତ୍ୟ ଓ ସେଥିରୁ ୨୨୩୭ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇପାରିଛି ବୋଲି ଶ୍ଵେତ ପତ୍ରରେ ଦର୍ଶାଇଛନ୍ତି ରାଜ୍ୟ ସରକାର ।
ଆହୁରି ପଢ଼ନ୍ତୁ: ଆଖିପିଛୁଳାକେ କଷ୍ଟ ଉପାର୍ଜିତ ଧନ ସ୍ୱାହା