ଅଧିକ ପଢନ୍ତୁ:କୁରକୁରେ ଖାଇବାକୁ ଦେଇ କଲା ଦୁଷ୍କର୍ମ
ଗତ ରବିବାର ରାତିରେ ନାବାଳିକା ଓ ମାଆ ଘରେ ଶୋଇଥିବା ବେଳେ, ବିଶ୍ଵନାଥପୁର ଗାଁର ବିକ୍ରମ ମାହୁନ୍ତ ନାମକ ଯୁବକ ପୀଡ଼ିତାର ପାଟିକୁ ଜୋରରେ ଜାବୁଡି ଧରି ନିକଟସ୍ଥ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।
ଅପରାଧ ନ୍ୟୁଜ ଆହୁରି ପଢନ୍ତୁ