ଦେଖିବାକୁ ସୁନ୍ଦର ଓ ମଜବୁତ୍ ଏହି ଅଟ୍ଟାଳିକା ଭୂମିକମ୍ପ ପ୍ରବଣ ଅଞ୍ଚଳ ସହ ପାହାଡିଆ ଅଞ୍ଚଳରେ ଅଧିକାଂଶ ନିର୍ମାଣ ହୋଇଥାଏ । ଆବଶ୍ୟକୀୟ ପଡ଼ିଲେ ଏହାକୁ ମରାମତି ମଧ୍ୟ କରାଯାଇ ପାରିବ । ତେବେ କଟକରେ ପ୍ରଥମ ଥର ପାଇଁ ରିଂବନ୍ଧ ରାସ୍ତା ଉପରେ ଏହା ନିର୍ମାଣ କରାଯାଉଛି । ଏହା ନିର୍ମାଣ ପାଇଁ ସାଧାରଣ ଅଟ୍ଟାଳିକା ଠାରୁ ବହୁତ କମ୍ ସମୟ ଲାଗିଥାଏ । ବର୍ଷା, ପବନ ଓ ଭୂମିକମ୍ପ ହେଲେ ମଧ୍ୟ ଏହା ଉପରେ କୌଣସି ଅଧିକ ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ଏହା ଯନ୍ତ୍ରୀ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।