ବାଦାମବାଡ଼ି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ମନ୍ଦିର ପରିଚାଳନା କମିଟି କର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିଛି । ସିସିଟିଭି ବ୍ୟବସ୍ଥା ନ ଥିବାରୁ ପୋଲିସ ଅନ୍ୟାନ୍ୟ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ।
କଟକ ଖାନନଗର ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି

ଅର୍ଗସ ବ୍ୟୁରୋ : କଟକ ଖାନନଗର ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି । ମନ୍ଦିର ମୁଖ୍ୟ କବାଟ ତାଲା ଭାଙ୍ଗି ମନ୍ଦିର ହୁଣ୍ଡିରୁ ସୁନା ଅଳଙ୍କାର ସହ ଲକ୍ଷଧିକ ଟଙ୍କା ଚୋରି କରିଛନ୍ତି ଦୁର୍ବୁତ୍ତ । ଗତ କାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାପଡିଛି ।
Download Argus News App
