ମା’ ନାରାୟଣୀ କାଳୀପୂଜା କମିଟି ପକ୍ଷରୁ ଆୟୋଜିତ ମହୋତ୍ସବରେ ମିନା ବଜାର ସହ ଉଠାଦୋକାନୀଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ ପ୍ରକାର ସ୍ଵାଦିଷ୍ଟ ଖାଦ୍ୟ ଦର୍ଶକ ମାନଙ୍କ ମନକୁ ମୋହିତ କରୁଛି । ସନ୍ଧ୍ୟା ହେଲେ ଆଖାପାଖ ଅଞ୍ଚଳର ହାଜର ହାଜର ଶ୍ରଦ୍ଧାଳୁ ଭିଡ ହେଉଥିବା ପରିଲକ୍ଷିତ ହେଉଛି ।
ବରାଳ ମହୋତ୍ସବ ୨୦୨୨ ପାଳିତ

ଅର୍ଗସ ବ୍ୟୁରୋ : ବରାଳ ମହୋତ୍ସବ ୨୦୨୨ ପାଳିତ । କଟକ ଜିଲା 42 ମୌଜା ଅନ୍ତର୍ଗତ ବରାଳ ଗ୍ରାମର ପ୍ରସିଦ୍ଧ ବରାଳ ମହୋତ୍ସବ ଗତ 23 ତାରିଖ ଠାରୁ ମହାଆଡମ୍ବର ରେ ପାଳନ ହୋଇ ଆସୁଅଛି ।
Download Argus News App
