ଗାଇଡ଼ଲାଇନ କଡାକଡି ପାଳନ କରିବାକୁ ସମସ୍ତ ହୋଟେଲ, ପବ, କ୍ଳବ ଓ ରେଷ୍ଟୁରାଣ୍ଟ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ସନ୍ଧ୍ୟାଠାରୁ ମୁତୟନ ହେବେ ଫୋର୍ସ । ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ ।
ଜିରୋ ନାଇଟ କଟକଣା ପାଇଁ କଟକ କମିଶନରେଟ ପୋଲିସର ପ୍ରସ୍ତୁତି

କଟକ: ଜିରୋ ନାଇଟ ସେଲିବ୍ରେସନ କଟକଣା ପାଇଁ କଟକ କମିଶନରେଟ ପୋଲିସର ପ୍ରସ୍ତୁତି । ଜୋରଦାର ହେବ ଚେକିଂ । ସହରରେ ମୋଟ 23ଟି ନାକା ପଏଣ୍ଟ, ମୋଟ 12 ପ୍ଲାଟୁନ ପୋଲିସ ଫୋର୍ସ ଓ ସମସ୍ତ ବରିଷ୍ଠ ଅଧିକାରୀ ନିୟୋଜିତ ହେବେ ।
ବନ୍ୟା ପାଣିରେ ଫସିଲେ ଗର୍ଭବତୀ ମହିଳା

ଅର୍ଗସ ବ୍ୟୁରୋ : ପୁରୀ ପିପିଲିରେ ବନ୍ୟାରେ ଫସିଲେ ଗର୍ଭବତୀ ମହିଳା । ଡେଲାଙ୍ଗ ମେଡିକାଲ ନେଉଥିବା ବେଳେ ଅଧା ବାଟରେ ଖରାପ ହେଲା ବୋଟ । ସାନ ଆଙ୍ଗୁଳା ଗାଁରୁ ମେଡିକାଲ ନେଉଥିବା ବେଳେ ଲୁଣା ନଦୀ ମଝିରେ ଫସି ରହିଛି ବୋଟ । ତେବେ ପ୍ରଶାସନ ପକ୍ଷରୁ ନିୟୋଜିତ ବୋଟରେ ବିନା ଲାଇଫ ଜାକାଟରେ ଗର୍ଭବତୀଙ୍କୁ ବୋଟରେ ମେଡ଼ିକାଲ ନିଆଯାଉଥିବାର ଭିଡିଓ ସାମ୍ନାକୁ ଆସିଛ
Download Argus News App
