ରେଡ୍ ସମୟରେ କାଗଜ ପତ୍ର ସହ 5 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମିଳିଛି । ଏହି ରେଡ୍ରେ ଜିଏସଟିର 4ଟି ଟିମ୍ରେ 20 ଜଣ ଅଫିସର ସାମିଲ ହୋଇଛନ୍ତି । ସାନିଟାରି ବ୍ୟବସାୟରେ ଜିଏସଟି ବା ଟିକସ ଫାଙ୍କିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା ।
କଟକରେ ଜିଏସଟି ଟିମ୍ର ରେଡ୍
Download Argus News App
