PrathamaKhabar | 27 Mar 2023 | ArgusNews
କଟକ ସିଏମସି ବିଭାଗର ବଡ଼ କାଯ୍ୟନୁଷ୍ଠାନ

ଅର୍ଗସ ବ୍ୟୁରୋ : ଆଜି କଟକ Cmc ସ୍ୱାସ୍ଥ୍ୟ ବିଭାଗ ର ବଡ଼ କାଯ୍ୟନୁଷ୍ଠାନ ଦେଖିବାକୁ ମିଳିଛି। କଟକ ଦୋଳମୁଣ୍ଡେଇ ଛକ ଥିବା ନାମୀ ଦାମୀ ବିଭିନ୍ନ ମିଠା ଦୋକାନୀ ଉପରେ ଚଡାଇ କରାଯାଇଛି। ଚଡାଉ କରିଥିଲେ cmc ସ୍ୱାସ୍ଥ୍ୟ ଅଧିକାରୀ ଓ ଟିମ। ଚଡାଉ ପରେ ଦେଖିବାକୁ ମିଳିଥିଲା କି ମିଠା ଦୋକାନ ରେ ନିମ୍ନ ମାନ ର ମିଠା ତିଆରି କରାଯାଉଥିଲା। ବାସି ମିଠା ରଖି ରଖି ଗ୍ରାହକଙ୍କୁ ବିକୁଥିଲେ। cmc ର ସ୍ୱାସ୍ଥ୍ୟ ଅଧିକାରୀ ଯାଞ୍ଚ କରିବା ମିଠା ଦୋକାନ ଗୁଡିକର ମାଲିକଙ୍କୁ ତାଗିତ କରିଥିଲେ। ଫାଇନ ମଧ୍ୟ କରାଯାଇଥିଲା। ଏହି ଭଳି ପୁନର୍ବାର ଯେମିତି ନ ହୁଅ ହାଇଜିନିଙ୍ଗ ମେଣ୍ଟେନ କରି ମିଠା ତିଆରି କରିବା। ବାସୀ ମିଠା କୁ ବିକ୍ରି ନ କରିବା ଏହି ଭଲି ଭାବେ ତାଗିତ କରିଥିଲେ ସ୍ୱାସ୍ଥ୍ୟ ଅଧିକାରୀ।
Download Argus News App
