ତେବେ ମାମଲାର ଶୁଣାଣୀ କରି ମାଗମା ଫାଇନାନ୍ସ କର୍ପୋରେସନଙ୍କୁ ୬୦ ହଜାର ଟଙ୍କାର ତଣ୍ଡ ଦେବା ପାଇଁ ଗତ ସେପ୍ଟେମ୍ବର ୨୦୨୨ ମସିହାରେ ନିର୍ଦ୍ଦେଶ ଦେଇଥିଲେ । ମକଦ୍ଦମା ପାଇଁ ୧୦ ହଜାର ଟଙ୍କା ଏବଂ କ୍ଷତିପୂରଣ ବାବଦରେ ୫୦ ହଜାର ଟଙ୍କା ଦେବା ପାଇଁ ମାଗମା ଫାଇନାନ୍ସକୁ ଖାଉଟି କମିଶନ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଚିତ୍ର ମୋହନ ମହାପାତ୍ର ମାମଲା ପରିଚାଳନା କରୁଥିଲେ ।...
ଆବେଦନକାରୀଙ୍କୁ ୬୦ ହଜାର ଟଙ୍କା ଦେଲା ମାଗମା ଫାଇନାନ୍ସ କର୍ପୋରେସନ
Download Argus News App
