ସେପଟେ ଏନେଇ ଜିଲ୍ଲାପାଳ ମଧ୍ୟ ଘଟଣା କୁ ନେଇ ସ୍ୱୀକାର କରିଛନ୍ତି । ତେବେ ବଡ଼ ପ୍ରଶ୍ନ ଅପରାଧୀ ମାନେ ସିଧାସଳଖ ଟଙ୍କା ମାଗିବା ପୁଣି ଜିଲ୍ଲାପାଳଙ୍କୁ ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରିଛି ଖାଲି ସେତିକି ନୁହେଁ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଫୋଟ ଲଗାଇବା ଦ୍ୱାରା ସାଇବର ଠକ ପୋଲିସ କୁ ଖୋଲା ଚୟଲେଞ୍ଜ ଦେଉଥିବା କୁହାଯାଉଛି । ଏନେଇ ଜିଲ୍ଲାପାଳ ଡି. ବି. ସିନ୍ଧେ କହିଛନ୍ତି , ଏପରି ଏକ ମେସେଜ ଆସିଥିଲା ଯାହା ଜଣେ ସିନିଅର ଆପିଏସ ଙ୍କ ନାମରେ ।
ଯେଉଁଥିରେ କିଛି ଟଙ୍କା ମଗା ଯାଇଥିଲା ତେବେ ଘଟଣା ଜାଣିବା ପରେ ତଦନ୍ତ ପାଇଁ ସାଇବର କ୍ରାଇମ ଅଧିକାରୀଙ୍କୁ ମୁଁ କହିଛି । ତେବେ ଏପରି ଯେତେବେଳେ ମେସେଜ ଆସୁଛି ଲୋକେ ସାବଧାନ ରହିବା ଆବଶ୍ୟକ ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।