. ପଶ୍ଚିମ ଆଡକୁ ପଳାଇବ ଜଓ୍ୱାଦ
.ଗୋପାଳପୁରଠୁ ୯୦ କିମି ଦୂରରେ ବାତ୍ୟା ଜଓ୍ୱାଦ
. ପୁରୀଠାରୁ ୧୨୦ କିମି ଦୂରରେ ବାତ୍ୟା ଜଓ୍ୱାଦ
. ଗଞ୍ଜାମ ଖଲିକୋଟରେ ସର୍ବାଧିକ ୧୫୮ ବର୍ଷା ରେକର୍ଡ
. ଦୁର୍ବଳ ହେଉଛି ‘ଜୱାଦ’
. ଆଜି ଅପରାହ୍ନ ସୁଦ୍ଧା ପୁରୀ ଉପକୂଳ ଦେଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ
. ପ୍ରଭାବରେ ଭୁବନେଶ୍ୱର ସମେତ ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ଜାରି
. ପବନର ବେଗ ସର୍ବାଧିକ ୬୦ କିଲୋମିଟର ଯାଏ ପହଞ୍ଚିବ
. ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
. ଜିଲ୍ଲାଗୁଡିକ ହେଲା- ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, କେନ୍ଦ୍ରାପଡା, ଯାଜପୁର, କଟକ, ଭଦ୍ରକ, ବାଲେଶ୍ୱର
. ଆଇଏମଡି ପକ୍ଷରୁ ସୂଚନା
. ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛ ପାଣିପାଗ ବିଭାଗ
. ଅବପାତରେ ପରିଣତ ହୋଇସାରିଛି
. ପୁଣି ଲୋ ପ୍ରେସର୍ ଏରିଆରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା
. ଗୋପାଳପୁରରେ ୬୪ ମିଲିମିଟର, ପାରାଦୀପରେ ୪୪.୩ ମିଲିମିଟର, ଭୁବନେଶ୍ୱରରେ ୨୩.୪ ମିଲିମିଟର, ପୁରୀରେ ୨୦ ମିଲିମିଟର ବର୍ଷା ରେକର୍ଡ
. ୭ ତାରିଖଠାରୁ ପାଗ ଶୁଖିଲା ରହିବ
. ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୭ ରୁ ୧୧ ସେଣ୍ଟିମିଟର ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ