କେନ୍ଦୁଝର ଜିଲ୍ଲାରେ ଏହାର ପ୍ରଭାବରେ ଗତକାଲିଠାରୁ ତୁହାକୁ ତୁହା ବର୍ଷା ହେଉଛି। ଆଜି ସକାଳୁ ହରିଚନ୍ଦନପୁର ବ୍ଲକରେ ପବନର ବେଗ ବଢ଼ିବାରୁ ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳ ରାସ୍ତା ଉପରେ ଏକ ବିରାଟ ଗଛ ଉପୁଡି ପଡିଛି। ଫଳରେ ଦୈତାରୀ - ପାରାଦ୍ୱୀପ ରାସ୍ତା ଅବରୋଧ ହୋଇଛି।
ଉପୁଡ଼ିଲା ଗଛ, ଦୈତାରୀ - ପାରାଦ୍ୱୀପ ରାସ୍ତା ଅବରୋଧ
ଆସନ୍ତାକାଲି ଚେନ୍ନାଇରେ ୧ ହଜାର ୧୫୨ଟି ଗୃହର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଚେନ୍ନାଇରେ ୧ ହଜାର ୧୫୨ଟି ଗୃହର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲାଇଟ୍ ହାଉସ୍ ପ୍ରକଳ୍ପର ଏକ ଅଂଶ ଭାବରେ ଏହି ଗୃହକୁ ନିର୍ମାଣ କରାଯାଇଛି । ଏହା ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରୀ ଅଧୀନରେ ନିର୍ମାଣ ହୋଇଥିବା ବେଳେ ଏଥିରେ ୧୧୬ କୋଟି ଟଙ୍କା ବ୍ୟୟ କରାଯାଇଛି । ନିର୍ମାଣ କ୍ଷେତ୍ରରେ ଏଥିରେ ନୂତନ ଯୁଗର ଟେକନୋଲୋଜି
Download Argus News App
