ଆଜି ଅନଶନକାରୀଙ୍କୁ ପ୍ରଶାସନ ଓ ପୋଲିସ ଉଠାଇ ନେବା ସହ ଧମକ ଦେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଧକ୍କା ମାରି ଘୋଷାଡି ଘୋଷାଡ଼ି ଥାନାକୁ ନେଇଥିଲେ । ଏହା ସହ ଅନଶନସ୍ଥଳକୁ ଭାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ବିଜେପି ପକ୍ଷରୁ ଏହାର ପ୍ରତିବାଦ କରାଯିବା ସହ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନ୍ୟାୟିକ ତଦନ୍ତ ଦାବି କରାଯାଇଛି ।
ଚାନ୍ଦବାଲି ପ୍ରଶାସନର ଦବଙ୍ଗଗିରି, ଜୋର ଜବରଦସ୍ତ ଅନଶନକାରୀଙ୍କୁ ଉଠାଇ ନେଲା ପୋଲିସ

ଭଦ୍ରକ: ଚାନ୍ଦବାଲି ପ୍ରଶାସନର ଦବଙ୍ଗଗିରି । ଜୋର ଜବରଦସ୍ତ ଅନଶନକାରୀଙ୍କୁ ଉଠାଇ ନେଲା ପୋଲିସ । ଭଦ୍ରକ ଜିଲ୍ଲା ଭାଟପଡ଼ା ପଞ୍ଚାୟତରେ ଦୁର୍ନୀତିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ଭାଟପଡ଼ାରେ 15 ଦିନ ଅନଶନ କରାଯାଇଥିଲା । ପରେ ଚାନ୍ଦବାଲି ତହସିଲ ଆଗରେ 26 ଦିନ ଆମରଣ ଅନଶନ କରାଯାଇଥିଲା ।
ବାଜପେୟୀଙ୍କ ପୁଣ୍ୟତିଥି, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି

ଅର୍ଗସ ବ୍ୟୁରୋ: ମନେ ପଡ଼ନ୍ତି ଭାରତ ରତ୍ନ । ଆଜି ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି । ଦେଶ ପ୍ରତି ତାଙ୍କ ଅବଦାନକୁ ମନେ ପକାଉଛି ଦେଶ । ନୂଆଦିଲ୍ଲୀ ବିଜୟଘାଟ ସ୍ଥିତ ସଦୈବ ଅଟଳ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ଉପ-ରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ର
Download Argus News App
