ସେପଟେ ରାଜ୍ୟରେ 5 ହଜାର 941 ଚିକିତ୍ସାଧୀନ ଥିବାବେଳେ 3 ଲକ୍ଷ 38୮ ହଜାର 890 ସୁସ୍ଥ ଅଛନ୍ତି । କଳାହାଣ୍ଡିରୁ 108, ବରଗଡ଼ରୁ 84 ଚିହ୍ନଟ, ନୂଆପଡ଼ା ଓ ସମ୍ବଲପୁରରୁ 82 ଲେଖାଏଁ ଚିହ୍ନଟ, କଟକରୁ 63, ମୟୂରଭଞ୍ଜରୁ 52, ଅନୁଗୁଳରୁ 49, ବଲାଙ୍ଗିରରୁ 45 , ଝାରସୁଗୁଡ଼ାରୁ 36, ଗଞ୍ଜାମରୁ 32, ପୁରୀ 28, ଯାଜପୁର 26, ଭଦ୍ରକରୁ 24 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।