ସେଫ ସିଟି ଡ୍ରାଇଭ କୁ ନାରେ ଗତକାଲି ଭୁବନେଶ୍ୱରର ବିଭିନ୍ନ ବାର ଉପରେ ଚଢାଉ କରିଛି କମିଶନରେଟ ପୋଲିସ। ଚଦ୍ରଶେଖରପୁର ଓ ପଟିଆ ଅଞ୍ଚଳର 6 ଟି ବାର ଉପରେ ଆଜି ଆକ୍ସନ ନେଇଛି ପୋଲିସ । horizon,middleton ଓ ambasy ,red riborn ବାର ଗୁଡିକ ଉପରେ ଚଢ଼ାଉ କରିଥିଲା ପୋଲିସ l ଅନ୍ୟପଟେ ପୁଲିସ କୁ ସହଯୋଗ କରି ନଥିବା କାରଣରୁ Ambasy ବାରର ଜଣଙ୍କୁ ଅଟକ ରଖିଛି ପୋଲିସ l ଆଗକୁ ବାର ମାଲିକ ମାନେ ନିୟମ ଭାଙ୍ଗଲେ ବାର୍ ଗୁଡ଼ିକର ଲାଇସେନ୍ସ ରଦ୍ଧ ପାଇଁ ଅବକାରୀ ବିଭାଗ କୁ ଲେଖା ଯିବ ବୋଲି କହିଛି ପୁଲିସ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: