ଘଟଣାରେ କ୍ଷେତରାଜପୁର ପୋଲିସ ମାମଲା ରୁଜୁ କରି ମାଉଜର ଧାରୀ ଅପରାଧିକୁ ଗିରଫ କରି କୋଟ ଚାଲାଣ କଲାଣି । ମାଉଜର ଓ କିଛି ଖଣ୍ତା ତରୁଆଲ ମଧ୍ୟ ଜବତ କରିଛି ପୋଲିସ । ଯୁବକ ଜଣକ ସୋନୁ ୟାଦବ ବୋଲି ଜଣାପଡିଛି ।
ଆହୁରି ଅଧିକ ଓଡିଶା ଖବର ପଢନ୍ତୁ...
ମାଉଜର ଧରି ଡ୍ୟାନ୍ସ କରୁଥିଲେ, ଏବେ ଗିରଫ

ଅର୍ଗସ ବ୍ୟୁରୋ: ମାଉଜର ଧରି ଡ୍ୟାନ୍ସ କରିବା ମହଙ୍ଗା ପଡିଲା ଯୁବକକୁ । ସମ୍ବଲପୁରରେ ମାଉଜର ବୁଲାଇଥିବା ଅପରାଧି ଗିରଫ ହେଲେ । କ୍ଷେତରାଜପୁର ଥାନା ଅଂଚଳ ଦଲଦଲିପଡାରେ ଜଣେ ଅପରାଧି ମାଉଜର ବୁଲାଇ ଡାନ୍ସ କରୁଥିବା ଭିଡିଓ ଭାଇରାଲ ହୋଇଥିଲା ।
ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିବା ଅଭିଯୋଗରେ ପ୍ରଧାନ ଶିକ୍ଷକ ନିଲମ୍ବିତ

କେନ୍ଦୁଝର: ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିବା ଅଭିଯୋଗରେ ପ୍ରଧାନ ଶିକ୍ଷକ ନିଲମ୍ବିତ । କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ବିଲା ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ବେହେରା ନିଲମ୍ଵିତ ହୋଇଛନ୍ତି । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ନିଲମ୍ବିତ କରାଯିବା ସହ ନିଲମ୍ବନ ଅବଧିରେ ସେ ଜିଲ୍ଲା ଶିକ୍ଷାଅଧିକାରୀଙ୍
Download Argus News App
