ମୃତ ବ୍ୟକ୍ତିଙ୍କ ବେକରେ ଏକ ଟାଓ୍ବାଲ ଗୁଡେଇ ହୋଇଥିବା ବେଳେ ଅନ୍ୟ ଏକ ପଟ ପଥର ବନ୍ଧା ହୋଇଛି। ଯାହାକୁ ନେଇ ହତ୍ୟା ସନ୍ଦେହ କରାଯାଉଛି। ମୃତ ବ୍ୟକ୍ତି ଜଣକ ଆଉଁଳି ପଞ୍ଚାୟତର ଡୁମାକନ୍ୟା ଗୁଡା ଗ୍ରାମର ଇନ୍ଦ୍ର ଜାନୀ ବୋଲି ଜଣା ପଡ଼ିଛି। ଇନ୍ଦ୍ର ଗତ ୬ ଦିନ ତଳେ ନିଜ ଘରୁ ନିଖୋଜ ଥିଲେ। ଆଜି ତାଙ୍କ ମୃତ ଶବ ନଦୀ ରୁ ଉଦ୍ଧାର ହୋଇଛି।
ଓଡିଶା ଖବର ଆହୁରି ପଢନ୍ତୁ