ତେବେ କିଏ ଏପରି ଅମାନୁଷିକ ଭାବରେ କଅଁଳ ଶିଶୁକୁ ପକାଇଛି ତାହା ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
ଗାଁ ପୋଖରୀରେ ଭାସୁଛି ୩ ନବଜାତକଙ୍କ ମୃତଦେହ

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଇନ୍ଦିପୁର ଗାଁ ପୋଖରୀରେ ଭାସୁଛି ୩ ନବଜାତକଙ୍କ ମୃତଦେହ । କୌଣସି ନର୍ସିଂ ହୋମ୍ କିମ୍ବା ହସ୍ପିଟାଲ ପକ୍ଷରୁ ମୃତଦେହକୁ ଫିଙ୍ଗିଥିବା ସନ୍ଦେହ କରାଯାଉଛି । ରାତିରେ କେହି ଏଭଳି କାଣ୍ଡ କରିଥିବାର ଅନୁମାନ କରାଯାଉଛି । ଆଜି ସକାଳୁ ଲୋକେ ପୋଖରୀରେ ଏଭଳି ତିନୋଟି ଶବ ଭାସୁଥିବାର ଦେଖିବାକୁ ପାଇଥିଲେ । ଧିରେ ଧିରେ ସେଠାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।
Download Argus News App
