ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ମୃତ ଯୁବକ ଅଜୟ ଦାସଙ୍କ ପୁଅ ନୀଳକଣ୍ଠ ଦାସ । ତାଙ୍କ ଘର ଟାଉନ ଥାନା ଅଧିନସ୍ଥ ଅସ୍ଥଳ ଅଞ୍ଚଳର ପୂଜାରୀ ସାହିରେ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ଭଦ୍ରକ 16 ନମ୍ବର ଜାତୀୟ ରାଜପଥ ଚରମ୍ପା ପଞ୍ଚାୟତର ଧାମରା ରେଳ ଓଭରବ୍ରିଜ ନିକଟରେ ଏକ ବିଲରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । କେହି ଦୁର୍ବୃତ୍ତ ତାଙ୍କୁ ଧାରୁଆ ମାରଣାସ୍ତ୍ରରେ ହାଣି ମାରି ଦେଇଥିବା ସନ୍ଦେହ କରାଯାଉଛି ।
ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ମୃତ ଯୁବକ ଅଜୟ ଦାସଙ୍କ ପୁଅ ନୀଳକଣ୍ଠ ଦାସ । ତାଙ୍କ ଘର ଟାଉନ ଥାନା ଅଧିନସ୍ଥ ଅସ୍ଥଳ ଅଞ୍ଚଳର ପୂଜାରୀ ସାହିରେ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।