ଘଟଣା ସ୍ଥଳରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ଏ.ଏସ.ଆଇ ଏସ.ଶ୍ରୀନିବାସ ରାଓ ପ୍ରମୁଖ ପହଞ୍ଚି ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିବାକୁ ପଠାଇଛି l ପୋଲିସର ପ୍ରାଥମିକ ତଦନ୍ତରୁ ମହିଳା ଜଣକ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ । ଏ ନେଇ ସୂଚନା ଦେଇଛନ୍ତି ଦାରିଙ୍ଗବାଡ଼ି ପୋଲିସ ।
ଘଟଣା ସ୍ଥଳରେ ଦାରିଙ୍ଗବାଡ଼ି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି

ଅର୍ଗସ ବ୍ୟୁରୋ : ଦାରିଙ୍ଗବାଡ଼ି ଥାନା କିଶୁବାଡ଼ି ଗ୍ରାମ ନିକଟ ଜଙ୍ଗଲରୁ ଉଦ୍ଧାର ହେଲା ମହିଳାଙ୍କର ଝୁଲନ୍ତା ମୃତଦେହ । ମୃତ ଯୁବତୀ ଜଣକ କିଶୁବାଡ଼ି ଗ୍ରାମର ପିତର ପ୍ରଧାନଙ୍କ ପତ୍ନୀ ଆନା ପ୍ରଧାନ ।
Download Argus News App
