ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ତେଜିଲା ରାଜନୀତି !
ଅସ୍ତରଙ୍ଗ ସମୁଦ୍ର କୂଳରୁ ମୃତ ତିମି ମାଛ ଉଦ୍ଧାର
ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ସମୁଦ୍ର କୂଳରେ ମୃତ ତିମି ମାଛ ଉଦ୍ଧାର ହୋଇଛି । ଅସ୍ତରଙ୍ଗ ଗୁଣ୍ଡୁଳୁବା ଗ୍ରାମ ସମୁଦ୍ର କୂଳରେ ମୃତ ତିମି ଥିବାର ଦେଖିବାକୁ ମିଳିଥିଲା । ଏହାର ଲମ୍ବ ପ୍ରାୟ ୩୦ ରୁ ୩୫ ଫୁଟ ଥିବା ସୂଚନା । ତିମିଟି ପଚି ଶଢୀ ଯାଇଥିବାବେଳେ ମୃତ ତିମିକୁ ଦେଖିବାକୁ ସମୁଦ୍ର କୂଳରେ ଲୋକଙ୍କ ଭିଡ଼ ଜମିଛି । ସେପଟେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ସମୁଦ୍ରରେ ଚଳାଚଳ କରୁଥିବା ଟ୍ରଲର ଧକ୍କାରେ ତିମିର ମୃତ୍ୟୁ ହୋଇପାରେ ବୋଲି ଅନୁମାନ କରାଯାଉଛି ।
Download Argus News App
