ତେବେ ହାତୀ ମୃତ୍ୟୁର ସଠିକ କାରଣ ଏଯାଏ ଜଣାପଡ଼ିନାହିଁ। ବନବିଭାଗ କର୍ମଚାରୀ ହାତୀ ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଇଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ। ବନବିଭାଗ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି।
ତେଲକୋଇ ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ
Download Argus News App
