ପରେ ଏନେଇ କେନ୍ଦୁଆପଦା ଫାଣ୍ଡି ପୋଲିସକୁ ଖବର ଦେଇଥିଲେ I ଖବର ପାଇ କେନ୍ଦୁଆପଦା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିଅନ୍ତେ ଜିଲ୍ଲା ମୁଖ୍ୟ ଚକିତ୍ସାଳୟକୁ ପଠାଇଥିବା ଜଣାଯାଇଛି।
ଓଡିଶା ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ:ଝୁଲନ୍ତା ଅବସ୍ଥାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି I ଘଟଣାରୁ ପ୍ରକାଶ ଯେ କେନ୍ଦୁଆପଦା ଫାଣ୍ଡି ଅଧିନ ରାମପୁର ପଞ୍ଚାୟତ ଅଳାଉତୀ ଜାମୁଝାଡି କେନାଲ ନିକଟରେ ଥିବା ଏକ ବରଗଛରେ ଏହି ଅଜଣା ବ୍ୟକ୍ତିଙ୍କର ଝୁଲନ୍ତା ଅବସ୍ଥାରେ ମୃତ ଦେହକୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।