ଘଟଣା ସ୍ଥାନରେ ରେଙ୍ଗାଲି ପୋଲିସ ପହଞ୍ଚି ଅଭିଯୁକ୍ତକୁ ରେଙ୍ଗାଲି ଥାନାକୁ ନେଇ ପଚରା ଉଚୁରା ଜାରି ରଖିଥିବା ବେଳେ ଆହତ ବ୍ୟକ୍ତିଙ୍କୁ ବୁର୍ଲା ସ୍ଥାନାନ୍ତ ରିତ କରା ଯାଇଛି l ସବୁଠୁ ବଡ଼ କଥା ରେଙ୍ଗାଲି ତହସିଲ ରେ ବାରମ୍ବାର ଜମି ଜାଳିଆତି ଭୋଲି ଘଟଣା ଦେଖୁବାକୁ ମିଳିଥାଏ l
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।