ମୃତଦେହକୁ ଅନୁଗୁଳ ମେଡିକାଲ ପଠା ଯାଉଥିବା ସମୟରେ ଗେଟ ସମ୍ମୁଖରେ ଆମ୍ବୁଲାନ୍ସ ଅଟକାଇ ଗ୍ରାମବାସୀ ଧାରଣାରେ ବସିବା ସହ କ୍ଷତିପୂରଣ ଦାବି କରୁଥିଲେ। ସେପଟେ ଘଟଣାସ୍ଥଳରେ ନିଶା ଇଣ୍ଡ୍ରରଷ୍ଟ୍ରିଆଲ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ତେବେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ଜଣାପଡ଼ିଛି।
କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ
ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ସ୍ଥିତ ଜେଏସପିଏଲ୍ କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ। ମୃତକ ଜଣକ ହେଲେ ମାଳିବ୍ରାଣୀ ଗାଁର ଗୋଲଖ ପ୍ରଧାନ । ସେ କାମ କରୁଥିବା ସମୟରେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର କିଛି ସମୟ ପରେ ତାଙ୍କର ମୃତ ହୋଇଯାଇଥିଲା ।
Download Argus News App
