ଇଲେକ୍ଟ୍ରି ପମ୍ପ ମାଧ୍ୟମରେ ପାଣିଦେଇଥିଲେ , ତାଙ୍କ ଦେହରେ ଇଲେକ୍ଟ୍ରି ଲାଗିଯିବାରୁ ପରିବାର ଲୋକେ ତାଙ୍କୁ ଏକ ୧୦୮ ଗାଡ଼ି ସାହାଯ୍ୟରେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏଥିନେଇ ମୃତକଙ୍କ ପରିବାର ପକ୍ଷରୁ ବାଂଶଡ଼ା ଥାନାରେ ଲିଖିତ ଅଭିଯୋଗ କରିବାପରେ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ସହ ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି l
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ବିଦ୍ୟୁତ ସଂସ୍ପର୍ଶରେ ଆସି ବ୍ୟକ୍ତିଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: ବିଦ୍ୟୁତ ଚାଳିତ ପାଣିପମ୍ପ ସାହାଯ୍ୟରେ ଗଛରେ ପାଣିଦେଥିବା ସମୟରେ ବିଦ୍ୟୁତ ଆଘାତ ଲାଗିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଚାନ୍ଦବାଲି ବ୍ଲକ ଖଦାଳ ପୋଖରୀ ପଂଚାୟତ ବ୍ରହ୍ମଟିକୁ ଗାଁର ଖଗେଶ୍ଵର ବିଶ୍ବାଳ ନିଜ ବଗିଛାରେ
Download Argus News App
