- ୨୦୧୭ ଗଣନା ଅନୁଯାୟୀ ରାଜ୍ୟରେ ୧୯୭୬ ଟି ହାତୀ ରହିଥିଲେ
- ବର୍ତ୍ତମାନ ଏଥି ମଧ୍ୟରୁ ଏହି 5 ବର୍ଷ ମଧ୍ୟରେ ୨୩୩ ଟି ହାତୀଙ୍କର ଜୀବନ ଯାଇଛି
- ଯାହା ମଧ୍ୟରେ ୧୪ ଟି ହାତୀ ଶିକାରୀ ମାନଙ୍କ ଦ୍ୱାରା, ୬୩ ଟି ହାତୀ ବିଦ୍ୟୁତ ଆଘାତ ଦ୍ୱାରା, ୨୦ ଟି ହାତୀ ରେଳ ଦୁର୍ଘଟଣାରେ,4 ଟି ହାତୀ ସଡ଼କ ଦୁର୍ଘଟଣାରେ ଓ ୮୫ ଟି ହାତୀ ପ୍ରାକୃତିକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କହିଛନ୍ତି ମନ୍ତ୍ରୀ
- ବର୍ତ୍ତମାନ ସୁଦ୍ଧା ବି ୪୭ ଟି ହାତୀଙ୍କର କେମିତି ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି
- ସେହିପରି ୨୦୧୮ ଗଣନା ଅନୁଯାୟୀ ରାଜ୍ୟରେ ୨୮ ବାଘ ଥିବାବେଳେ ସେଥିମଧ୍ୟରୁ ୨ ଟି ବାଘ ଶିକାରୀମାନଙ୍କ ଦ୍ୱାରା ଏବଂ ଗୋଟିଏ ବାଘ ପ୍ରାକୃତିକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି
ଓଡିଶା ଖବର ଆହୁରି ପଢ଼ନ୍ତୁ ।