ଅସୁସ୍ଥତା ଯୋଗୁଁ ପ୍ରଥମେ ରାୟଗଡ଼ା ଓ ପରେ କୋରାପୁଟ ସ୍ଥାନାନ୍ତର ହୋଇଥିଲେ । କୋରାପୁଟ ମେଡିକାଲରେ ପୁତ୍ର ସନ୍ତାନ ଜନ୍ମ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସର ଅମାନବୀୟ କାର୍ଯ୍ୟ ଯୋଗୁଁ ମୃତ୍ୟୁ ଅଭିଯୋଗ କଲେ ପରିବାର । ଗର୍ଭବତୀ ମୂଳା ନାୟକଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।