ଗତ 19 ଜୁଲାଇ ଏସଡିଜିଏମ ଏହାର ବିଚାର କରି ଅମରେଶ ପଣ୍ଡାଙ୍କ ବିରୋଧରେ ମାମଲା ରୁଜୁ କରି 29 ଜୁଲାଇ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ ପାଇଁ ସମ୍ବଲପୁର ଟାଉନ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି 2 ଅଗଷ୍ଟରେ ଅମରେଶ ପଣ୍ଡାଙ୍କ ବିରୋଧରେ ମାମଲା ରୁଜୁ କରିଛି ସମ୍ବଲପୁର ଟାଉନ ପୋଲିସ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଅମରେଶ ପଣ୍ଡାଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ

ଅର୍ଗସ ବ୍ୟୁରୋ: ଅଡ଼ୁଆରେ ସୋନପୁର ଏସପି ଅମରେଶ ପଣ୍ଡା। ଏସଡ଼ିଜିଏମ କୋର୍ଟଙ୍କ ନିର୍ଦ୍ଦେଶ ପରେ ସମ୍ବଲପୁର ଟାଉନ ଥାନାରେ ମାମଲା ରୁଜୁ। ଏକ ମାମଲାରେ ତଦନ୍ତ ଅଧିକାରୀ ଥିବା ତତ୍କାଳୀନ ସମ୍ବଲପୁର ଅତିରିକ୍ତ ଏସପି ତଥା ବର୍ତ୍ତମାନର ସୋନପୁର ଏସପି ଅମରେଶ ପଣ୍ଡା ଅଭିଯୋଗକାରୀ ସୁରେନ୍ଦ୍ର ମହାପାତ୍ରଙ୍କ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେବା ଘଟଣାରେ ମାମଲା ରୁଜୁ ପାଇଁ ଏସଡିଜିଏମ କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଏ ନେଇ ଅମରେଶ ପଣ୍ଡାଙ୍କ ବିରୋଧରେ ମାନହାନି ମକଦ୍ଦମା କରିଥିଲେ।
ଅତି ତଳକୁ ଖସିଗଲା ଆମ ଆଦମୀ ପାର୍ଟି

ଅର୍ଗସ୍ ବ୍ୟୁରୋ : ଅଗକୁ ଗୁଜରାଟ ବିଧାନସଭା ନିର୍ବାଚନ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନଜର ଏବେ ଗୁଜୁରାଟ ଗାଦୀ ଉପରେ। ଖାସ୍ ସେଇଥିପାଇଁ ଆମ ଆଦମୀ ପାର୍ଟୀ ଏଠାରେ ମଧ୍ୟ ନିର୍ବାଚନ ଲଢିବ ବୋଲି ସ୍ଥିର କରିଛି । ଭୋଟରଙ୍କୁ ପ୍ରଲୋଭିତ କରିବାକୁ କେଜରିୱାଲ ବାରମ୍ବାର ଫ୍ରି ବିଜୁଳିର ପ୍ରତିଶ୍ରୁତି ଅଜାଡିବାରେ ଲାଗିଛନ୍ତି।
କିନ୍ତୁ କଥା ଏଇଠି ସରିନି
Download Argus News App
