ଏହାର ପ୍ରତିବାଦରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ତ୍ୱରେ ଯୁବ କଂଗ୍ରେସର ବହୁ ଯୁବ କର୍ମକର୍ତ୍ତା ବାଙ୍କୀ ଉପଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଉଦେଶ୍ୟରେ ଦିଆଯାଇଛି ।
ଯଥା ଶୀଘ୍ର ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ ବଣ୍ଟନ କରାଯିବାକୁ ଅନୁରୋଧ କରିଛନ୍ତି ଯଦି ସରକାର ଏକଥାକୁ ଆଗାମୀ ଦିନରେ ଗୁରୁତର ସହ ନନିଅନ୍ତି ତେବେ ଯୁବ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଓଡିଶା ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କା କହିଛନ୍ତି ।