ପ୍ରତିବାଦରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପିର ବିକ୍ଷୋଭ ପ୍ରଦର୍ଶନ । ଏହାସହ ଏକାମ୍ର ନିର୍ବାଚନ ମଣ୍ଡଳୀର ମହିଁଷାଖାଲ ବସ୍ତିରେ ସଚେତନତା ଅଭିଯାନ କରିଛି ବିଜେପି । ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ବସ୍ତିରେ ବ୍ଲିଚିଂ ଓ ଫିନାଇଲ ପକାଇ ସଫା କରାଯାଇଛି । ସେପଟେ କଟକରେ ମଧ୍ୟ ଡେଙ୍ଗୁ ନିୟନ୍ତ୍ରଣରେ ଫେଲ ମାରିଛି ସିଏମସି । ୧୫ ନମ୍ବର ଓ ୧୭ ନମ୍ବର ୱାର୍ଡରେ ନର୍ଦ୍ଦମା ଓ ପୋଖରୀର ଅପରିଷ୍କାର ପାଣି ମଶାଙ୍କ ବାସସ୍ଥଳୀ ପାଲଟିଛି । ମଶା ମରା ତେଲ ମଧ୍ୟ ପକାଯାଉ ନାହିଁ ।